ଦେଶ

ୟୁସୁଫ ପଠାନ ଟିଏମ୍‌ସି ପ୍ରାର୍ଥୀ – Ibnodisha

[ad_1]

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍‌ଏସି । ବହରାମପୁରରୁ ସାଂସଦ ପ୍ରାର୍ଥୀ ହେଲେ ୟୁସୁଫ ପଠାନ । ୪୨ ଜଣିଆ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା  କଲେ ମମତା ବାନାର୍ଜୀ । କ୍ରିଷ୍ଣାନଗରରୁ ପୁଣି ମହୁଆ ମୈତ୍ର , ଆସାନସୋଲରୁ  ଶତ୍ରୁଘ୍ନ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଦୁର୍ଗାପୁରରୁ ଲଢିବେ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ୍ । ସେହିପରି ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ହୁଗୁୂଳିରୁ ଟିକେଟ୍ ମିଳିଛି । କେବଳ ଟିକେଟରୁ ବାଦ ପଡିଛନ୍ତି ବାସିରହାଟ ସାଂସଦ ନୁସରତ୍ ଜାହାନ୍ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button