ରାଜ୍ୟ

୪ ବନ୍ଧୁକ , ୧୨ ରାଉଣ୍ଡ ଗୁଳି ଜବତ – Ibnodisha

[ad_1]

କଟକ : ଜଗତପୁର ଅଞ୍ଚଳରୁ ୩ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏହି ବେପାରୀ ମାନଙ୍କ ଠାରୁ ୪ ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଏହି ଅଭିଯୁକ୍ତମାନେ ଏଟିଏମ୍ ଭ୍ୟାନ ଲୁଟ୍ କରିବା ନେଇ ଯୋଜନା କରିଥିଲେ । ଏହି ଅଭିଯୁକ୍ତମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣିଥିଲେ ବୋଲି ସୂଚନା ମିଳିଛି । ଏକ ପ୍ରେସମିଟ୍ ଜରିଆରେ କଟକ ଡିସିପି କନୱର ବିଶାଲ ସିଂ  ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button