ରାଜ୍ୟ

ଛାତ୍ରୀଙ୍କ ଉପରେ ମାଡିଗଲା କାର – Ibnodisha

[ad_1]

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ଛକରେ କାର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସୋମବାର କଲେଜ ଯିବାବେଳେ ଛାତ୍ରୀଙ୍କ ଉପରକୁ କାର ମାଡିଯାଇଥିଲା। ମୃତ ଛାତ୍ରୀଙ୍କ ନାମ ପ୍ରଭାସିନୀ ନାୟକ। ଛାତ୍ରୀ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ଡ୍ରାଇଭରଙ୍କୁ ଅଟକ ରଖି ରାସ୍ତାରୋକ କରିଛନ୍ତି।

କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ଡ୍ରାଇଭରକୁ ମାଡ କରିଥିଲେ। ବିଡ଼ିଓ ଏବଂ ତହସିଲଦାର ପହଂଚି ଲୋକଙ୍କୁ ବୁଛାସୁଝା କରିଥିଲେ। ଜିଲା ରେଡକ୍ରସ ପାଣ୍ଠିରୁ ପ୍ରଭାସିନୀଙ୍କ ପରିବାରକୁ ୨୫ହଜାର ଟଙ୍କା ଦେବା ସହିତ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଇବାରୁ ରାସ୍ତାରୋକ ହଟିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button