ରାଜ୍ୟ

୨ କଏଦୀ ଫେରାର : ୱାଡେନ୍‌ ନିଲମ୍ବିତ – Ibnodisha

[ad_1]

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଗତ ୯ ତାରିଖ (ଶନିବାର) ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ମାରିବା ଘଟଣାରେ କାର୍ଯ୍ୟରତ ୱାଡେନ୍‌ ନିଲମ୍ବିତ ହୋଇଛନ୍ତି। ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ସଂପୃକ୍ତ ୱେଡେନ୍‌ ଦାନୀ ଦୋରାଙ୍କୁ ନିଲମ୍ବନ କରିଛନ୍ତି। ଶ୍ରୀ ବେହେରା କିହଛନ୍ତି ଯେ, ଜେଲ୍‌ ଅଧିକ୍ଷକଙ୍କ ଅବହେଳାରୁ ହିଁ ବନ୍ଦୀ ଫେରାର ହୋଇଥିବା ସ୍ୱୀକାର କରିଛନ୍ତି ଖୋଦ ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା। ସେ କହିଛନ୍ତି ଯେ, ଜେଲ୍‌ ଅଧୀକ୍ଷକ ଉଭୟ ଅଭିଯୁକ୍ତଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ ନେଇ ସେମାନେ ପ୍ରାୟ ୧୪ଫୁଟର କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button