ରାଜନୀତି

ହରିୟାଣାରେ ସୈନୀ ସରକାର – Ibnodisha

[ad_1]

ହରିୟାଣା : ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ । ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ଗୋପନୀୟତା ପାଠ କରିବା ସହିତ ଶପଥପାଠ କରାଇଛନ୍ତି । ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ମନୋହରଲାଲ ଖଟ୍ଟର ଏବଂ ତାଙ୍କ କ୍ୟାବିନେଟରେ ସାମିଲ ଥିବା ମନ୍ତ୍ରୀମଣ୍ଡଳ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜେଜେପି- ବିଜେପି ମଧ୍ୟରେ ଅସନ ବୁଝାମଣା ହୋଇ ନପାରିବାରୁ ମେଣ୍ଟ ଭାଙ୍ଗିଥିଲା । ପରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସମେତ ପୂରା କ୍ୟାବିନେଟ ଇସ୍ତଫା ପ୍ରଦାନ କରିଥିଲା ।

The post ହରିୟାଣାରେ ସୈନୀ ସରକାର appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button