ରାଜନୀତି

ମେଣ୍ଟ ଚର୍ଚ୍ଚା : ଅମିତ ଶାହଙ୍କ ଘରେ ଜରୁରୀ ବୈଠକ – Ibnodisha

[ad_1]

ନୂଆଦିଲ୍ଲୀ : ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବୈଠକ । ପ୍ରଭାରୀ ବିଜୟପାଲସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ସାମିଲ । ରାଜ୍ୟ ସଭାପତୀ ମନମୋହନ ସାମଲ ବୈଠକରେ ସାମିଲ । ସଂଗଠନ ସଂପାଦକ ମାନଓ ମହାନ୍ତି ମଧ୍ୟ ବୈଠକରେ ସାମିଲ ସୂଚନା ।
କାଲି ନବୀନ ନିବାସରେ ମିଟିଂ!
ଆସନ୍ତା କାଲି ନବୀନ ନିବାସରେ ଜରୁରୀ ବୈଠକ ସୂଚନା । ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ବଡ ନିଷ୍ପତ୍ତି । ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ସୂଚନା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button