ରାଜ୍ୟ

ୟୁନିଭର୍ସିଟି ଆଇନ୍ ମହାବିଦ୍ୟାଳୟର ସମସ୍ତ ନାମେଲଖାକୁ ନିୟମିତ କେଲ ଭାରତୀୟ ବାର କାଉନସିଲ – Ibnodisha

[ad_1]

ଭୁବେନଶ୍ୱର: ଭୁବେନଶ୍ୱର ସ୍ଥିତ ୟୁନିଭର୍ସିଟି ଆଇନ୍ ମହାବିଦ୍ୟାଳୟର ନାମାଙ୍କନ ସମ୍ୱନ୍ଧୀୟ ସମସ୍ତ ପ୍ରକାର ଦ୍ୱନ୍ଦର ଅବସାନ ଘଟିଛି । ଆଜି ଭାରତୀୟ ବାର କାଉନସିଲ ଏକ ପତ୍ର ମାଧ୍ୟମେର ତିନି ବର୍ଷିୟା ଅନର୍ସ ଏବଂ ପାଞ୍ଚ ବର୍ଷିୟା ଅନର୍ସ ପାଠ୍ୟକ୍ରମର ୨୦୨୩-୨୪ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ସମସ୍ତ ନାମେଲଖାକୁ ନିୟମିତ କରିଛନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଜଣାଇଛନ୍ତି । ଏ ସଂକ୍ରାନ୍ତ ପତ୍ର ଆଜି ମହାବିଦ୍ୟାଳୟର ହସ୍ତଗତ ହୋଇଛି ।

ଏଖବର ପାଇବା ପେର ମହାବିଦ୍ୟଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କମର୍ଚାରୀମାନଙ୍କ ମଧ୍ୟେର ଖୁସିର ଲହରୀ ଖେଳିଯାଇଛି । ଏହି ଅବସରେର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେଫସର ସୁକାନ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଭାରତୀୟ ବାର କାଉନସିଲର ସଦସ୍ୟ ଭକ୍ତ ଭୂଷଣ ବାରିକ ଏବଂ ମହାବିଦ୍ୟାଳୟ ସହିତ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିବା ସହିତ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହେଯାଗ କାମନା କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button