ରାଜନୀତି

ବିଜେପିରେ ଯୋଗଦେଲେ ଅଭିନେତା ଅରିନ୍ଦମ ରାୟ – Ibnodisha

[ad_1]

ଭୁବନେଶ୍ୱର : ବିଜେପିରେ ଯୋଗଦେଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶେବର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଲେ ଅରିନ୍ଦମ । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ହେଲେ ସାମିଲ । କିଛି ସମୟ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଅରିନ୍ଦମ । ଦଳର ସାଧାରଣ ସଂପାଦକ ସହ ପ୍ରାଥମିକ ସଦସ୍ୟ ପଦ ବି ଛାଡିଥିଲେ ଅରିନ୍ଦମ । ଦଳରେ ଅଣଦେଖା ଅଭିଯୋଗ କରି ବିଜେଡିକୁ ଛାଡିଥିଲେ ।

ବିଜେଡି ଛାଡିଲେ ଅଭିନେତା ଅରିନ୍ଦମ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button