ଅପରାଧ

ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲା ପ୍ରେମିକା – Ibnodisha

[ad_1]

ଭୁବନେଶ୍ୱର: ରାଜଧାନୀରେ ହତ୍ୟାକାଣ୍ଡ। ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କରିଛି ପ୍ରେମିକା। ଗତକାଲି ରାତି ସାଢେ ୧ଟାରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ହୋଇଛି ହତ୍ୟାକାଣ୍ଡ।

ଦେଖା କରିବା ନାଁରେ ହତ୍ୟାକାଣ୍ଡ ଯୋଜନା କରିଥିଲା ଯୁବତୀ। ଦେଖା କରିବା ବାହାନାରେ ଖଣ୍ଡାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଅଞ୍ଜନ ବୋଲି ଜଣାପଡ଼ିଛି। ମୃତକ ଅଞ୍ଜନ ଜଣେ କକଟେଲ ବୟ ଭାବେ କାମ କରନ୍ତି। ଏହି ଘଟଣା ପରେ ଯୁବତୀ ଓ ପୁରୁଣା ପ୍ରେମିକ ଫେରାର ହୋଇଯାଇଛନ୍ତିି। ହତ୍ୟା କରିଥିବା ଯୁବକଙ୍କ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button