ଦେଶ

ପଞ୍ଚମ ଥର ପାଇଁ ସରକାର ଗଠନ କଲେ ଋଷର ରାଷ୍ଟ୍ରପତି ପୁଟିନ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ପୁଣି ଥରେ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦିମିର ପୁଟିନ୍ । ୮୮ ପ୍ରତିଶତ ଭୋଟ ସହ ପଞ୍ଜମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ । ଜିତିବା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ହେବ ବୋଲି କହିଛନ୍ତି ପୁଟିନ।

କେଜିବି ଏଜେଟରୁ ୧୯୯୯ରେ ଦେଶର ମଙ୍ଗ ଧରିଥିଲେ ସେ। ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିଥିବା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି। ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପୁଟିନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ତିନି ନେତା ୟ୍ରୁକ୍ରେନ ଉପରେ ଋଷର ଆକ୍ରମଣକୁ ସମର୍ଥନ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button