ଅପରାଧ
ପରକୀୟାକୁ ବିରୋଧ କରିବାରୁ ହତ୍ୟା! – Ibnodisha

[ad_1]
ଭୁବନେଶ୍ୱର : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ । କାଲି ସଂଧ୍ୟାରେ ଉଦ୍ଧାର ଯୁବକଙ୍କ ଆଜି ଘରୋଇ ହସ୍ପିଟାଲରେ ମୃତ୍ୟୁ । ବାଲିପାଟଣା ମହଲାସାହିରେ ପିଟିପିଟି ହତ୍ୟା ଅଭିଯୋଗ । ସଂପର୍କୀୟ ଭାଇ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର । ମୃତକଙ୍କ ପତ୍ନୀ ଅଶ୍ଳୀଳ ମେସଜ ଦେଉଥିଲେ, ବିରୋଧ ଯୋଗୁଁ ହତ୍ୟା । ଅଭିଯୁକ୍ତି ଫେରାର, ୨ ସହେଯାଗୀଙ୍କୁ ଅଟକ ରଖି ପୋଲିସର ଜେରା ।
[ad_2]



