ରାଜ୍ୟ

ବିଜ୍ଞାପନରେ ଶଙ୍ଖ : ମାମଲାର ଅନ୍ତ – Ibnodisha

[ad_1]

ଭୁବନେଶ୍ୱର : ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲା । ଶୁଣାଣି କରି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ଇସିଆଇ ବିଚାର ପାଇଁ ଗ୍ରହଣ କରିଥିବାରୁ ହସ୍ତକ୍ଷେପ କରିବାକୁ ମନାକଲେ । ଇସିଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ପୁଣି ଆସିପାରେବେ କହିଲେ ହାଇକୋର୍ଟ । ବିଜେପି ନେତା ଯତୀନ ମହାନ୍ତିଙ୍କ ପକ୍ଷରୁ ଆବେଦନ ହୋଇଥିଲା ।

ଆଜି ଆସିପାରେ ବିଜେପିର ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button