ରାଜ୍ୟ

ହାଇକୋର୍ଟରେ ଗଲେ ସୋମାଲିକା – Ibnodisha

[ad_1]

କଟକ : ପୁଣି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ହାଇକୋର୍ଟରେ ମାମଲା । ଜଗତସିଂହପୁର ଥାନା ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କରିଛନ୍ତି ବିଧାୟକଙ୍କ ବାନ୍ଧବୀ ସୋମାଲିକା । ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜଗତସିଂହପୁର ଥାନାରେ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୁଲିସ ଠିକ୍ ଭାବରେ ତଦନ୍ତ କରୁନଥିବା ଦର୍ଶାଇ ସୋମାଲିକା ଏହି ମାମଲା କରିଛନ୍ତି ।

 

The post ହାଇକୋର୍ଟରେ ଗଲେ ସୋମାଲିକା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button