ଦେଶ

କିଛି ବି ହୋଇପାରେ : ଅମିତ ଶାହ – Ibnodisha

[ad_1]

ନୂଆଦିଲ୍ଲୀ : ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ଅମିତ ଶାହଙ୍କ ବଡ ମନ୍ତବ୍ୟ । କିଛି ବି ହୋଇପାରେ କହିଲେ ଗୃହ ମନ୍ତ୍ରୀ ଅମିତ ଶାହ । ଏ ସଂପର୍କରେ ରଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ । ନିଶ୍ଚିତ ଭାବେ ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢିବ । ଓଡିଶାରେ ଆମ ଶ୍କିରେ ବଡ ଅଭିବୃଦ୍ଧି ଘଟିବ । କିଛଇ ବି ହୋଇପାରେ, ପ୍ରଥମେ ଏନେଇ ନିଷ୍ପତ୍ତି ଆଗ ହେଉ । ଆମେ ଏକାଠି ଲଢିବୁ କି ଏକାକୀ ଲଢିବୁ, ଆଗ ନିଷ୍ପତ୍ତି ହେଉ । ଯଦି ଏକାଠି ଲଢିବୁ, ନବୀନ ବାବୁଙ୍କ ସାଥୀ ହୋଇ ଲଢିବୁ । ଏକାକୀ ଲଢିଲେ ସରକାର ଗଠନ ପାଇଁ ଲଢିବୁ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ କହିଲେ ଗୃହ ମନ୍ତ୍ରୀ ଅମିତ ଶାହ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button