ରାଜ୍ୟ

ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍‌ – Ibnodisha

[ad_1]

ଭୁବନେଶ୍ୱର: ପୋଷ୍ଟାଲ ବାଲଟ୍‌ରେ ଏଥର ଭୋଟ୍ ଦେଇପାରିବେ କାର୍ଯ୍ୟରତ ଖବରଦାତା । କାର୍ଯ୍ୟରତ ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ ଜରୁରୀ ଅଟେ । ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିଶନ ଯାଞ୍ଚ କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି ।

ମାର୍ଚ୍ଚ ୩୧ ରବିବାର ଖୋଲା ରହିବ ବ୍ୟାଙ୍କ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button