ରାଜ୍ୟ

ଲଗାଣ ବର୍ଷା ପରେ ବଦଳିଲା ପାଗ – Ibnodisha

[ad_1]

ଭୁବନେଶ୍ୱର: ବଦଳିଲା ପାଗ । ତିନି ଦିନର ବର୍ଷା ପରେ ଆଜି ସକାଳୁ ଘନ କୁହୁଡି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହୋଇଛି । ଏହା ସହ ପ୍ରବଳ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି । ଏପରି ପାଗ ହୋଇଛି ଯେ, ଶୀତ ଦିନର ଭ୍ରମ ସୃଷ୍ଟି କରୁଛି । ସେପଟେ କାଳବୈଶାଖୀ ବର୍ଷା ପରେ ଆଜିଠୁ ତାତି ବଢିବ । ଶୁଖିଲା ଓ ଖରାଟିଆ ପାଗ ହେବ । ଆଜିଠୁ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button