ଦେଶ

ଜାମିନ ମିଳିବା ପରେ ବି ଆଜି ଜେଲ୍‌ରୁ ବାହାରି ପାରିବେନି ଏଲଭିଶ – Ibnodisha

[ad_1]

ମୁମ୍ବାଇ: ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ଏବେ ତାଙ୍କୁ ନେଇ ଏକ ବଡ଼ ତଥ୍ୟ ହସ୍ତଗତ ହୋଇଛି। ଶୁଣିବାକୁ ମିଳୁଛି ଯେ ୫ ଦିନ ହେବ ଜେଲ୍‌ରେ ଥିଲ୍‌ ଏଳଭିଶଙ୍କୁ ଜାମିନ୍‌ ମିଳିଯାଇଛି। ହେଲେ ସେ ଆଜି ବାହାରକୁ ଆସିପାରିବେନି। ଏଲଭିଶଙ୍କୁ ଆହୁରି ଗୋଟାଏ ରାତି ଜେଲ୍‌ରେ କାଟିବାକୁ ହେବ। ନୋଇଡ଼ା ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଗୁରୁଗ୍ରାମ ଅଦାଲତରେ ଏଲଭିଶଙ୍କୁ ଉପସ୍ଥାପନ କରିବେ। ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ ହୋଇଥିବା ଏଲଭିଶ ଆରୋପକୁ ଅସ୍ବୀକାର କରୁଥିଲେ। ଏଲଭିସ୍ ଗିରଫ ପରେ ସମସ୍ତ ଆରୋପକୁ ଗ୍ରହଣ କରିଥିବା ଜଣାପଡ଼ିଛି। ଏହା ସହ ଗତବର୍ଷ ନଭେମ୍ବରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ଥିବା ଏଲଭିଶ ଯାଦବ ସ୍ବୀକାର କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button