IBN ଓଡ଼ିଶା ବ୍ୟୁରୋ

କିଡନୀକୁ ଖରାପ କରୁଛି ଏହି ୫ଟି ଖାଦ୍ୟ, ଆଜିଠୁ ଛାଡନ୍ତୁ ନଚେତ୍ ଯାଇପାରେ ଜୀବନ

ଶରୀରର ଅନ୍ୟ କିଛି ଅଙ୍ଗ ପରି କିଡନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମ୍ଭର କିଡନୀ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଏହା ଦୁର୍ବଳ ହେବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ି ବସିଥାଏ। ଖାସ୍ କରି ଆମ୍ଭର କିଛି ଖାଦ୍ୟ ପେୟ ଅଭ୍ୟାସ ହିଁ ଏହାକୁ ଦୁର୍ବଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

Kidney problem

୧. ଆଭୋକାଡୋ:- ଏମିତି ତ ଫଳ ଖାଇବା ଶରୀର ପାଇଁ ବେସ୍ ଉପାଦେୟ ହୋଇଥାଏ। କିନ୍ତୁ, ଆଭୋକାଡୋରେ ରହିଥିବା ପୋଟାସିୟମ୍ କିଡନୀକୁ ଦୁର୍ବଳ କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Avocado

୨. ତେଲ ଛଣା ଖାଦ୍ୟ:- ସାଧାରଣତଃ ତେଲ ଛଣା ଖାଦ୍ୟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି। କିନ୍ତୁ, ନିୟମିତ ଭାବରେ ଏପରି ଖାଦ୍ୟ ଖାଇବା ଆପଣଙ୍କ କିଡନୀ ଉପରେ ଯଥେଷ୍ଟ କୁପ୍ରଭାବ ପକାଇଥାଏ।

୩. ସୋଡ଼ା:- ଖାଦ୍ୟରେ ଅଧିକ ସୋଡ଼ା ବ୍ୟବହାର କରୁଥିଲେ ସାବଧାନ। କାରଣ ଏଥିରେ ମିଳୁଥିବା ଫସଫରସ୍ ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇବାକୁ ଯଥେଷ୍ଟ ହୋଇଥାଏ।

Soda

୪. ନିଶା ସେବନ:- ନିଶା ସେବନ ଠାରୁ ଆରମ୍ଭ କରି ମଦ୍ୟପାନ ପର୍ଯ୍ୟନ୍ତ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଏହା କିଡନୀ ଫେଲ୍ ହେବାର ଏକ ମୁଖ୍ୟ କାରଣ ଅଟେ।

Pizza

୫. ପିଜ୍ଜା :- ଆଜିକାଲି ଅଧିକାଂଶ ଲୋକ ପିଜ୍ଜା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ପିଜ୍ଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ପିଜ୍ଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ପିଜ୍ଜା ଖାଇବା ଆପଣଙ୍କ କିଡନୀକୁ ଖରାପ କରିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button