ଦେଶ

ହାଇକୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା – Ibnodisha

[ad_1]

kejriwal

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଇଡି ପକ୍ଷରୁ ଗିରଫ ଏବଂ ରିମାଣ୍ଡକୁୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ ଇଡି ହେପାଜତକୁ ପଠାଇଥିଲେ । ଏବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ ଉଭୟ ଇଡିଦ୍ୱାରା ଗିରଫ ଏବଂ ରିମାଣ୍ଡ ଆଦେଶ ଅବୈଧ। ଏଣୁ ସେ ତୁରନ୍ତ ଇଡି ହେପାଜତରୁ ମୁକ୍ତ ହେବା ଯୋଗ୍ୟ। କେଜ୍‌ରିୱାଲଙ୍କ ତରଫରୁ ୨୪ ମାର୍ଚ୍ଚ ରବିବାର ପର୍ଯ୍ୟନ୍ତ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତିଙ୍କ ନିକଟରେ ଦାବି କରାଯାଇଛି। ତେବେ ବର୍ତ୍ତମାନ ସୂଚନା ଆସୁଛି ଯେ ହୋଲି ଛୁଟି ପରେ କେଜ୍‌ରିୱାଲଙ୍କ ଆବେଦନ ଶୁଣାଣି ହେବ।

The post ହାଇକୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button