ରାଜ୍ୟ

ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶା ସୀମାନ୍ତ ତଥା ସୁଙ୍କି ଥାନା ଅଧୀନ ଅଲସି ଗାଁ ନିକଟରେ ଥିବା ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଗୋଟିଏ ବନ୍ଧୁକ ସମେତ ନକ୍ସଲ ବ୍ୟବହୃତ ଏକାଧିକ ସାମଗ୍ରୀ ରହିଛି। ସୋମବାର ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଲସି ଗାଁ ପାଖରେ ଥିବା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇଥିଲେ । ଖବର ପାଇ ସାରିବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀମାନେ ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ କରିଥିଲେ । ଜବତ ପରେ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୁରକ୍ଷାକର୍ମୀମାନେ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button