ରାଜ୍ୟ

ଦ୍ୱିତୀୟ ପର୍ଯ୍ୟାୟ: ଆଉ ୬ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା – Ibnodisha

[ad_1]

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭା ପାଇଁ ପୁଣି ୬ ଜଣଙ୍କ ନାମ ଘୋଷଣା କରିଛନ୍ତି ।
ସେମାନେ ହେଲେ:
ପୁରୀ: ଅରୂପ ପଟ୍ଟନାୟକ
ଢେଙ୍କାନାଳ: ଅବିନାଶ ସାମଲ
ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ
କନ୍ଧମାଳ : ଅଚ୍ୟୁତ ସାମନ୍ତ
କଟକ: ସନ୍ତୃପ୍ତ ମିଶ୍ର
ଯାଜପୁର: ସର୍ମିଷ୍ଠା ସେଠୀ

ପ୍ରକାଶ ଯେ ପୂର୍ବରୁ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଲୋକସଭା ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।
ସମ୍ବଲପୁର: ପ୍ରଣବ ପ୍ରକାଶ ଦାସ
କଳାହାଣ୍ଡି: ଲମ୍ବୋଦର ନିଆଲ
ସୁନ୍ଦରଗଡ଼: ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ: ସୁଦାମ ମାରାଣ୍ଡି
କେନ୍ଦ୍ରାପଡ଼ା: ଅଂଶୁମାନ ମହାନ୍ତି
ନବରଙ୍ଗପୁର: ପ୍ରଦୀପ ମାଝୀ
ଭୁବନେଶ୍ୱର: ମନ୍ମଥ ରାଉତରାୟ
କୋରାପୁଟ: କୌଶଲ୍ୟା ହିକକା
ଆସିକା: ରଞ୍ଜିତା ସାହୁ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button