ଅପରାଧ

ଶାଳକ ଛୁରାମାଡ଼ରେ ଭିଣୋଇ ମୃତ – Ibnodisha

[ad_1]

ରାଜଗାଙ୍ଗପୁର: ଶାଳକ ଛୁରାମାଡ଼ରେ ଭିଣୋଇଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଘଟଣ ଜୋରୁମାଲ ପଞ୍ଚାୟତ ଟୁଙ୍ଗୁରୁଟୋଲି ଗାଁରେ ଘଟିଯାଇଛି। ଜୋରୁମାଲ ପଞ୍ଚାୟତ ଟୁଙ୍ଗୁରୁଟୋଲି ଗାଁ ରାସ୍ତାରେ ଶାଳକ ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଶାଳକର ଆକ୍ରମଣରେ ଭିଣୋଇ ଲହୁଲୁହାଣ ହେବା ସହ ତାଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା। ଶାଳକ କ’ଣ ପାଇଁ ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button