ରାଜ୍ୟ

ପୁଣି ମନ୍ଦିରରୁ ଲୁଟ – Ibnodisha

[ad_1]

ବରଗଡ : ବରଗଡ ବ୍ଲକ କଟାପାଳି ବାଲୁଙ୍କେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଲୁଟେରା ମାନେ ପାର୍ବତୀ ମାଙ୍କ ମୂର୍ତି ଚୋରି କରିଥିବା ବେଳେ ରବିବାର ପୁଣି ଶିବ ମନ୍ଦିରରୁ ତ୍ରୀଶୁଳ, କମଣ୍‌ଡଳୁ , ଦୁର୍ଗାଙ୍କ ପଥର ମୂର୍ତି ପରି ଅନେକ ଜିନିଷ ଚୋରି କରି ନେଇଯାଇଥିଲେ । ତେବେ ଏହି ଚୋରି ଘଟଣାରେ ବରଗଡ ପୋଲିସ ଚାରି ଜଣ ଚୋରଙ୍କ ସମେତ ଚୋରୀ ହୋଇଥିବା ସାମଗ୍ରୀ କୁ ଜବତ କରିଛି । ଏବଂ ଚୋର ମାନଙ୍କୁ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button