ରାଜ୍ୟ

ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଲଙ୍କାକାଣ୍ଡ : ୪ ଟ୍ରକରେ ଲଗାଇଦେଲେ ନିଆଁ – Ibnodisha

[ad_1]

ମାଲକାନଗିରି: ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଲଙ୍କାକାଣ୍ଡ । ମାଲକାନଗିରି ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଦବଦବା ଦେଖିବାକୁ ମିଳିଛି। ଛୋଟେଡଙ୍ଗର ନିକଟରେ ଥିବା ମାଇନ୍ସରେ ନିୟୋଜିତ ୪ଟି ଟ୍ରକକୁ ମାଓବାଦୀମାନେ ଜାଳି ଦେଇଛନ୍ତି।

ଆମଦେଇ ଲୁହା ପଥର ଖଣିକୁ ବିରୋଧ କରି ଲୁହା ପଥର ବୋଝେଇ ଟ୍ରକରେ ନିଆଁ ଲଗାଇଛନ୍ତି ନକ୍ସଲ । ଏହି ଘଟଣା ଘଟିବା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

କଂଗ୍ରେସକୁ କଦାପି ବିଶ୍ବାସ ନାହିଁ : ମୋଦୀ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button