ରାଜ୍ୟ

ଆଜି କିମ୍ବା କାଲି କଂଗ୍ରେସ ଟିକେଟ ଘୋଷଣା ହେବ : ତାରାପ୍ରସାଦ ବାହିନୀପତି – Ibnodisha

[ad_1]

ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହରେ ୬୦ନାଁ ଘୋଷଣା କରିବାକୁ କହିଥିବା କଂଗ୍ରେସ କିନ୍ତୁ ମାସ ପୂରିଗଲା ସିନା ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାରିଲାନି। ତେବେ ଆଜି କିମ୍ବା ଆସନ୍ତାକାଲି କଂଗ୍ରେସ ଟିକେଟ ଘୋଷଣା ହେବ । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଟିକେଟ ଘୋଷଣା ବିଳମ୍ବ ହୋଇଛି । ଏଆଇସିସିର ତତ୍ତ୍ୱାବଧାନରେ କାଲି ଆଲୋଚନା ସମ୍ପୂର୍ଣ୍ଣଭାବେ ଶେଷ ହୋଇଛି । ପିଇସିର ଟିକନିକ ତର୍ଜମା ପରେ ଲିଷ୍ଟ ଆପାତତଃ ସମ୍ପୂର୍ଣ୍ଣ ଶେଷ ହୋଇଥିବା ଶ୍ରୀ ବାହିନୀପତି କହିଛନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button