ରାଜ୍ୟ

ପୋଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ – Ibnodisha

[ad_1]

ଭୁବନେଶ୍ବର: ବାଟୁଳି ମାରି କାର କାଚ ଭାଙ୍ଗନ୍ତି, ଯାହା ପାରନ୍ତି ଲୁଟ ପାଟ କରନ୍ତି । ଦିନ ଦ୍ବିପ୍ରହରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ ଏବେ କମିଶନରେଟ ପୁଲିସ୍ କରିଛି।। ୧୧ ଜଣ ଲୁଟେରା ଓ ଡକାୟତ ଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୧୭ ଟି ସୁନା ଚେନ, ସୁନା ଅଳଙ୍କାର , ୨ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କରାଯାଇଛି। ସମସ୍ତ ୧୧ ଜଣ ଅଭିଯୁକ୍ତ ଏରାଗୋଲା ଗ୍ୟାଙ୍ଗର ବୋଲି ଜଣାପଡିଛି। ବ୍ୟାଙ୍କ ରୁ ଫେରୁଥିବା ଲୋକଙ୍କୁ ମଧ୍ୟ ଏମାନେ ଟାର୍ଗେଟ କରନ୍ତି । ଅସାବଧାନତାର ସୁଯୋଗ ନେଇ ଗାଡିର ଡିକି ମଧ୍ୟ ସେମାନେ ଭାଙ୍ଗୁଥିଲେ। ସିସିଟିଭି ଫୁଟେଜରେ ଅତି ଚତୁରତାର ସହ କିଭଳି ଲୁଟ କରାଯାଉଛି ତାହା ପୁଲିସ୍ ଅନୁଧ୍ୟାନ କରିବା ପରେ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିଥିଲା।

The post ପୋଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button