ରାଜ୍ୟ
ରାଜ୍ୟର ସମସ୍ତ ସ୍କୁଲରେ ହାବ ଜଶ ବିରତି – Ibnodisha

[ad_1]
ଭୁବନେଶ୍ୱର : ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି ା ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ । ସକାଳ ୮ଟା.୩୦, ୧୦ଟା ଏବଂ ୧୧ଟାରେ ବାଜିବ ଘଣ୍ଟି । ଜଶ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ । ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ପଦକ୍ଷେପ । ଏନେଇ ସବୁ ଡିଇଓ, ବିଇଓଙ୍କୁ ଚିଠି କଲା ଗଣଶିକ୍ଷା ବିଭାଗ ।
[ad_2]




