ରାଜ୍ୟ

ପୁରୀ ମୁଖ୍ୟ କେନାଲରେ ଯୁବକ ନିଖୋଜ – Ibnodisha

[ad_1]

ବାରଙ୍ଗ: କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି। ନଖରା ଅଞ୍ଚଳରେ ରହୁଥିବା ରାକେଶ ସାହୁ ନିଖୋଜ ହୋଇଛନ୍ତି। ରାତି ୧୧ଟାରେ ରାକେଶ ବାରଙ୍ଗରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସେ ସ୍ଥାନୀୟ ଓମଫେଡରେ କାମ କରନ୍ତି ବୋଲି ଜଣାଯାଇଛି। ପ୍ରତିଦିନ ସେ ଏହି ବାଟଦେଇ ଘରକୁ ଫେରିଥାନ୍ତି। ତେବେ ନିଖୋଜ ରାକେଶଙ୍କୁ ଖୋଜିବା ଲାଗି ପ୍ରୟାସ ଜାରି ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button