ରାଜନୀତି
ବିଜେଡିରେ ଯୋଗଦେଲେ ଭଦ୍ରକ ପୌରାଧ୍ୟକ୍ଷା – Ibnodisha

[ad_1]
ଭୁବନେଶ୍ୱର : ଶଙଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ । ତାଙ୍କ ସହ ଶତାଧିକ କର୍ମୀଙ୍କ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ।
[ad_2]




