ରାଜନୀତି

ରାଉଲକେଲାରୁ ଦିଲୀପ ରାୟ ପ୍ରାର୍ଥୀ : ଜୁଏଲ – Ibnodisha

[ad_1]

ଭୁବନେଶ୍ୱର : ରାଉଲକେଲା ଆସନ ପାଇଁ ବିଜେପି ପ୍ରାର୍ଥୀ ହେବେ ଦିଲୀପ ରାୟ । ଦିଲୀପଙ୍କ ପ୍ରାର୍ଥୀତ୍ୱ ଚୂଡାନ୍ତ କହିଲେ ବରିଷ୍ଠ ନେତା ଜୁଏଲ ଓରାମ । ଦିଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା । ମାମଲା କ୍ଲିୟର ହେବା ପରେ ତାଙ୍କ ଟିକେଟ ଘୋଷଣା ହେବ । କାଲି ଭିତରେ ଦିଲୀପଙ୍କ ଟିକେଟ ଘୋଷଣା ହେବ କହିଲେ ଜୁଏଲ । ରାଉଲକେଲାରୁ ଦିଲୀପ ପ୍ରାର୍ଥୀ ହେବା ନିଶ୍ଚିତ, କେବଳ ଘୋଷଣା ବାକି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button