ରାଜନୀତି

ମେଣ୍ଟ ପାଇଁ ବିଜେପି ନୁହେଁ, ବିଜେଡି ଗୋଡାଇଥିଲା : ଦେବାଶିଷ – Ibnodisha

[ad_1]

ଭୁବନେଶ୍ୱର : ବିଜୁ ଜନତା ଦଳକୁ କଡା ସମାଲୋଚନା କଲେ ଦେବାଶିଷ ନାୟକ । ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଷିଷ ନାୟକଙ୍କ ପ୍ରେସମିଟ । ଓଡିଶାରେ ବିଜେପି ସମସ୍ତ ୨୧ ଲୋକସଭା ଆସନରେ ଜିତିବ । ଓଡିଶାରେ ଡବଲ ଇଂଜିନ ସରକାର ହେବ, ରାଜ୍ୟର ବିକାଶ ହେବ । ମେଣ୍ଟ ପାଇଁ ବିଜେପି ନୁହେଁ, ବିଜେଡି ଗୋଡାଇଥିଲା କହିଲେ ଦେବାଶିଷ । ନବୀନ ବାବୁ ଓଡିଆ ୟଜାତିକୁ ଅନ୍ୟ ହାତରେ ଟେକି ଦିଅନ୍ତୁ ନାହିଁ । ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣୀ, େବେ ଅବସର ନିଅନ୍ତୁ ନବୀନ । ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଇ ଅବସର ନେଇଯାଆନ୍ତୁ । ଚଳିତ ନିର୍ବାଚନ ନିର୍ଣ୍ଣାୟକ ହେବ, ଓଡିଶାରେ ଡବଲ ଇଂଜିନ ସରକାର ହେବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button