ରୋଗପ୍ରତିରୋଧକ ଶକ୍ତି ବଢାଏ ତୁଳସୀ କ୍ଷୀର

ତୁଳସୀ କ୍ଷୀର ତୁଳସୀ ପତ୍ର ରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଏହା ସହ ଶରିର ରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି । କରୋନା ରେ ରକ୍ଷା ପାଇବା ଲାଗି ରୋଗପ୍ରତିରୋଧକ ଶକ୍ତି କୁ ବଢାଇବା କଥା କୁହାଯାଉଥିବା ବେଳେ ତୁଳସୀ ରେ ଏହା ଭରି ରହିଛି ।
ତେବେ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ହେଲେ ତୁଳସି ପତ୍ର ରେ ନିର୍ମିତ କlଢା କୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ କେହିକେହି ଏହା କୁ ନା ପସନ୍ଦ କରିଥାନ୍ତି । ତେବେ ସୁସ୍ଥ ରହିବା ସହିତ ଶରିର ର ରୋଗପ୍ରତିରୋଧକ ଶକ୍ତି କୁ ବଢାଇବା ଲାଗି କlଢା ର ବିକଳ୍ପ ଭାବେ ତୁଳସୀ କ୍ଷୀର ପିଇବା ଉଚିତ। ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକରିତା ଗୁଣ ବିଷୟରେ ଜାଣିବା।

ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କ୍ଷୀର କୁ ଗରମ କରନ୍ତୁ ଗରମ ହେବ। ପରେ ସେଥିରେ ୮ରୁ ୧୦ ତି ତୁଳସି ପତ୍ର ପକାଇଦିଅନ୍ତୁ । ଏବଂ ଏହା ଥଣ୍ଡା ହେବl ପରେ ପିଅନ୍ତୁ ତେବେ ଜlଣନ୍ତୁ ଏହାର ଉପକାରୀ ଗୁଣ ଗୁଡିକ ସମ୍ପର୍କରେ ଅଧ କପାଳି ବିନ୍ଧା ତୁଳସୀ ପତ୍ର ପିଇବା ପରେ ଅଧକପ୍ପଳୀ ବିନ୍ଧା ଦୂର ହୋଇଥାଏ ।
ଯଦି ଆପଣଙ୍କ ଠାରେ ମୂଳରୁ ଏହି ସମସ୍ୟା ଅଛି ତେବେ ଏଥିରୁ ମୁକ୍ତି ପାଇବା ଲାଗି ସକାଳୁ ଏକ ଗ୍ଲାସ ତୁଳସୀ କ୍ଷୀର ପିଅନ୍ତୁ । ମାନସିକ ସମସ୍ୟା ର ଉପଶମ ତୁଳସୀପତ୍ର କୁ ନିୟମିତ ଖାଇବାପରେ ମାନସିକ ସମସ୍ୟା ରୁ ମୁକ୍ତି ମିଳେ ତୁଳସୀ ପତ୍ର ରେ ଥିବା ଗୁଣ ଅବସାଦ ରୁ ମୁକ୍ତି ଦିଏ ପ୍ରତିକ୍ରିୟା ପ୍ରକିୟା କୁ ବଢ଼ାଏ ତୁଳସୀ ପତ୍ର ରେ ଆଣ୍ଟି ଅକ୍ସିଡାଣ୍ଟ ଯାହା ଗୁଣ ଥାଏ।
ତୁଳସୀ ପତ୍ର ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ହାର୍ଟ ସମସ୍ୟା ରୁ ମୁକ୍ତି ଦିଏ ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟ ରେ ପିଇଲେ ହାର୍ଟ ଜନିତ ସମସ୍ୟା ଦୂର ହୋଇ କାଶ ଥଣ୍ଡା ଜନିତ ସମସ୍ୟାରୁ ବି ମୁକ୍ତି ମିଳିଥାଏ ।ଶାଶ୍ୱକ୍ରିୟା ରେ ସମସ୍ୟା ଯଦି ଆପଣ ଙ୍କ ଶାସକ୍ରିୟା ରେ ସମସ୍ୟା ଦେଖାଯାଉଛି ଏକ ଗ୍ଲାସ ତୁଳସୀ କ୍ଷୀର ପିଅନ୍ତୁ ।ପରିବର୍ତିତ ଋତୁ ପରିବର୍ତିତ ଋତୁ ରେ ଉପୁଜିଥିବା ସ୍ୱାସ୍ଥ୍ୟ ସମସ୍ୟା ରୁ ମଧ୍ୟ ତୁଳସି କ୍ଷୀର ମୁକ୍ତି ଦେଇଥାଏ।




