ରାଜ୍ୟ

୧୧ରୁ ୩ କାମ କରାଇଲେ ଦଣ୍ଡ – Ibnodisha

[ad_1]

ଭୁବନେଶ୍ୱର : ପ୍ରବଳ ଖରାରେ କାମ କରାଇବାକୁ କଡା ଭାବେ ବାରଣ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ଦିନ ୧୧ ଟାରୁ ୩ଟା ଭିତରେ ବାହାରେ କାମ କରାଇବାକୁ ମନା । ନିର୍ଦ୍ଦେଶ ଅବମାମନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ବିପର୍ଯ୍ୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।

ଜଳୁଛି ଓଡିଶା ;ସାଢ଼େ ୨ରେ ରାଜଧାନୀରେ ୪୧ ଡିଗ୍ରୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button