ଦେଶ
ଝେଲମ୍ ନଦୀରେ ବୁଡିଲା ଡଙ୍ଗା ; ୪ ମୃତ – Ibnodisha

[ad_1]
ଶ୍ରୀନଗର : ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡିଲା । ୪ ମୃତ ସହ ଏକାଧିକ ନିଖୋଜ ହୋଇଛନ୍ତି । ୩ ଜଣଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ
[ad_2]