ରାଜ୍ୟ

୧୫ ଯୁବତୀ ଉଦ୍ଧାର , ଦଲାଲ ଅଟକ – Ibnodisha

[ad_1]

ବାରିପଦା : ଭଡାଘରୁୁ ୧୫ ଯୁବତୀଙ୍କୁ ଉଦ୍ଧାର ସହ ଦଲାଲ ଅଟକ । ଭଞ୍ଜପୁର ଥାନା ୨୧ନଂ ୱାର୍ଡର ଏକ ଭଡାଘରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବତୀ ନୟାଗଡ , ଗଜପତି , ରାୟଗଡା ଓ ଆନ୍ଧ୍ରର ବୋଲି ସୂଚନା ମିଳିଛି । ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ୫ ମାସ ହେବ ବିଭିନ୍ନ ସ୍ଥାନରେ ଦଲାଲ ନେଇ ରଖିଥିବା ଅଭିଯୋଗ । ଜଣେ ଯୁବତୀ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପୋଲିସ ଉଦ୍ଧାର କରିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button