ରାଜନୀତି
ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା – Ibnodisha

[ad_1]
ଭୁବନେଶ୍ୱର : ଆଜି ବିଜେପି ପୁଣି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…
୧) ରାଉରକେଲା: ଦିଲ୍ଲୀପ ରାୟ
୨) ପାଟଣା: ଅଖିଳଚନ୍ଦ୍ର ନାୟକ
୩) ସାରସକଣା: ଭାଦବ ହାଁସଦା
୪) ରାଇରଙ୍ଗପୁର: ଜୋଲେନ ବରଦା
୫) ବାଙ୍ଗିରିପୋଷି-ସଞ୍ଜଳୀ ମୁର୍ମୁ
୬) କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ
୭) ଝରିଗାଁ- ନରସିଂହ ଭତ୍ରା
୮) ଡାବୁଗାଁ-ସୋମନାଥ ପୂଜାରୀ
୯) ରାଜନଗର-ଲଲିତ ବେହେରା
୧୦) ବାଲିକୁଦା-ଏରସମା- ସତ୍ୟସାରଥୀ ମହାନ୍ତି
୧୧) ଜଗତସିଂହପୁର-ଅମରେନ୍ଦ୍ର ଦାଶ
୧୨) କାକଟପୁର-ବାଇଧର ମଲ୍ଲିକ
୧୩) ରଣପୁର-ସୁରମା ପାଢୀ
୧୪) ସାନଖେମୁଣ୍ଡି: ଉତ୍ତମ କୁମାର ପାଣିଗ୍ରାହୀ
୧୫) ମୋହନା- ପ୍ରଶାନ୍ତ ମଲ୍ଲିକ
୧୬) ବିଷମକଟକ-ଜଗନ୍ନାଥ ନୁଣ୍ଡ୍ରୁକା
୧୭) ରାୟଗଡ଼ା-ବସନ୍ତ ଉଲାକା
୧୮) ଲକ୍ଷ୍ମୀପୁର-କୈଳାସ କୁଲେସିକା
୧୯) କୋଟପାଡ଼-ରୁପୁ ଭତ୍ରା
୨୦) ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
୨୧) ଚିତ୍ରକୋଣ୍ଡା-ଡମ୍ବୁରୁ ଶିଶା
[ad_2]