ରାଜ୍ୟ

ପୁଅକୁ ହତ୍ୟା : ବାପା, ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ – Ibnodisha

[ad_1]

ବାଲେଶ୍ୱର : ସାବତ ମାଆ ଓ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ । ବାପା ଗଣେଶ ଜେନା, ମାଆ ପ୍ରତିମା ଜେନାଙ୍କୁ ଆଜୀବନ ଜେଲ୍ । ନାବାଳକ ପୁଅକୁ ହତ୍ୟା ମାମଲାରେ ଆଜୀବନ ଜେଲ୍ ଶୁଣାଇଲେ କୋର୍ଟ । ଆଜୀବନ ସହ ୫ ହଜାର ଟଙ୍କା ଜରିମାନା କଲେ ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ଅଗଷ୍ଟ ୨୦୨୨ରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୁଅକୁ ହତ୍ୟା କରିଥିଲେ ।

ଦୁର୍ଘଟଣାରେ ମାଆ, ପୁଅ ମୃତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button