ରାଜ୍ୟ
ଟ୍ରାକ୍ଟର ଓଲଟି ଜଣେ ମୃତ – Ibnodisha

[ad_1]
ପାଟଣାଗଡ : ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଜଣେ ମୃତ । ବେଲପଡା ଥାନା ବନମାଳ ର୍ଗାରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ । ମୃତକଙ୍କ ପରିଚୟ ମିଳିନି , ଘଟଣାସ୍ଥଳରେ ବେଲପଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସାଢେ ୮ ସୁଧା ବାରିପଦାରେ ୩୭ ଡିଗ୍ରୀ ରେକର୍ଡ
[ad_2]