ରାଜ୍ୟ

ପ୍ରବଳ ଖରା : ୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର – Ibnodisha

[ad_1]

ଭୁବନେଶ୍ୱର : ଅସହ୍ୟ ତାତିରେ ଛଟପଟ୍ ରାଜ୍ୟବାସୀ। ସୋମବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ରେକର୍ଡ ଭାଙ୍ଗିଛି। ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ପାର୍ ହୋଇଥିବା ବେଳେ ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଯାହା ଚଳିତ ସିଜିନର ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ହୋଇଥିବା ବେଳେ ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ବାଲେଶ୍ୱର ୪୦.୭, ଚାନ୍ଦବାଲି ୪୦.୪, କେନ୍ଦୁଝର ୩୮ ଡିଗ୍ରୀ ରେକର୍ଡ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button