ଦେଶ
ଆକାଶରେ ଦୁଇ ବିମାନ କ୍ରାସ; ୧୦ ମୃତ – Ibnodisha

[ad_1]
ବ୍ୟୁରୋ : ଆକାଶରେ ଦୁଇ ବିମାନ କ୍ରାସ; ୧୦ ମୃତ । ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ୨ ବିମାନ । ଚାଲିଗଲା ୧୦ ଜଣଙ୍କ ଜୀବନ । ମାଲେସିଆ ଲୁମୁଟ ନାଭାଲ ବେସ୍ରେ ମଝି ଆକାଶରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି ।
ଯାହା ସୂଚନା ମିଳିଛି ଯେ, ନୌସେନା ପରେଡ୍ ପାଇଁ ଅଭ୍ୟାସ୍ ଚାଲିଥିଲା ବେଳ ଏଭଳି ଅଘଟଣ ଘଟିଛି । ଏହି ଦୁଇ ବିମାନରେ ଥିଲେ ୧୦ ଜଣ । ଏହି ଦୁର୍ଘଟଣାରେ ସମସ୍ତ ୧୦ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।
ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଯବାନଙ୍କ ଭାଇଙ୍କୁ ଗୁଳି କଲେ
[ad_2]