ରାଜନୀତି

ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ – Ibnodisha

[ad_1]

ଭୁବନେଶ୍ୱର : ବିଜେଡିକୁ ଲାଗିଲା ଶକ୍ତ ଝଟକା । ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ । ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ଦଳର ସୁପ୍ରିମୋ ନୀବନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ବିଜେଡି ଛାଡ଼ିବାର କାରଣ ହେଲା , ରାସେଶ୍ୱରୀ ଟିକେଟ୍ ଆଶାୟୀ ରହିଥିଲେ । କିନ୍ତୁ ନିରାଶ ହୋଇଛନ୍ତି । ଏହି କାରଣରୁ ସେ ଦଳ ଛାଡ଼ିଛନ୍ତି ବୋଲି ଜଣାପଡ଼ିଛି । ଦଳ ଛାଡ଼ିବା ସହ ବିଭିନ୍ନ ପଦ ପଦବୀରୁ ସେ ଇସ୍ତଫା ମଧ୍ୟ ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ଆଗରୁ ସମ୍ବଲପୁରର ବିଧାୟିକା ଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ତାଙ୍କ ବାପା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କର ସମ୍ବଲପୁରରେ ଦବ୍‌ଦବା ଥିଲା । କଂଗ୍ରେସର ନେତା ଥିଲେ ଶ୍ରୀବଲ୍ଲଭ ପାଣିଗ୍ରାହୀ ।

ବିଜେଡି ଛାଡ଼ିଲେ ବିଶ୍ୱନାଥ ନାୟକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button