IBN ଓଡ଼ିଶା ବ୍ୟୁରୋ

କେବଳ କିଛି ଦିନରେ ଦାନ୍ତ ମୋତି ଭଳି ଧଳା ହେବାକୁ ଲାଗିବ

ବନ୍ଧୁଗଣ ସୁନ୍ଦର ଦାନ୍ତ ଦ୍ଵାରା ମୁଖମଣ୍ଡଳ ମଧ୍ୟ ସୁନ୍ଦର ଦେଖାଯାଇଥାଏ । ହେଲେ ଅନେକ କିଛି କାରଣ ପାଇଁ ଦାନ୍ତ ଗୁଡିକ ଧଳାରୁ ହଳଦିଆ ହେବାକୁ ଲାଗିଥାଏ । ଯାହା ଦ୍ଵାରା ଦାନ୍ତ ଗୁଡିକ ଅସୁନ୍ଦର ହୋଇଯାଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ । ଯେଉଁ ଉପାୟକୁ ଅବଲମ୍ବନ କରି ଆପଣ ହଳଦିଆ ଓ କଳା ପଡିଯାଇଥିବା ଅସୁନ୍ଦର ଦାନ୍ତକୁ ସୁନ୍ଦର କରିପାରିବେ ।

ତେବେ ଏହି ଉପାୟଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଏଥିପାଇଁ 7 ରୁ 8 ଟି ଲବଙ୍ଗର ଆବଶ୍ୟକତା ପଡିବ । ଲବଙ୍ଗ ଦାନ୍ତର ଅନରେକ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଭଲ ଲାଭକାରୀ ହୋଇଥାଏ । ତେବେ ସେହି ଲବଙ୍ଗ ଗୁଡିକୁ କୁଟି ତାହାର ଫାଇନ ପାଉଡର ପ୍ରସ୍ତୁତ କରି ଦିଅନ୍ତୁ । ତେବେ ଏକ ଛୋଟ ପାତ୍ରରେ ଲବଙ୍ଗ ଗୁଣ୍ଡ ସହିତ ଚିମୁଟାଏ ଲୁଣକୁ ଆଡ୍ କରନ୍ତୁ । ତୃତୀୟରେ ସେଥିରେ ଚିମୁଟାଏ ହଳଦୀର ଆଡ୍ କରନ୍ତୁ ।

ତାପରେ ସେଥିରେ ଆପଣ ଅଧା ଚାମଚ ଲେମ୍ବୁ ରସ ଚିପୁଡି ଦିଅନ୍ତୁ । ଲେମ୍ବୁରେ ବହୁତ ଏସିଟିକର ମାତ୍ରା ଥିବାରୁ ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ । ତାପରେ ଶେଷରେ ଆପଣ ଯେତିକି ପେଷ୍ଟ ନିଜ ଦାନ୍ତ ଘାସିବ ଏପାଇଁ ବ୍ୟବହାର କରୁଥିବେ । ସେତିକି ପେଷ୍ଟ ସେଥିରେ ମିଶାଇ ତାହାକୁ ଭଲ ସେ ଗୋଳାଇ ଦିଅନ୍ତୁ ।

ତାପରେ ପ୍ରସ୍ତୁତ କରିଥିବା ରେମିଡିକୁ ବ୍ରସ ସାହାଜ୍ଯରେ ନେଇ ତାହାକୁ ଭଲ ଭାବେ ନିଜ ଦାନ୍ତ ଘଷିବା ପାଇଁ ବ୍ରସ କରନ୍ତୁ । ଯଦି କୌଣସି ବ୍ୟକ୍ତିର ଦାନ୍ତ ଅଳ୍ପ ହଳଦିଆ କି କଳା ହୋଇଥାଏ । ତେବେ ସପ୍ତାହରେ 1 ଥରେ ମାତ୍ର 2 ମିନିଟ ପାଇଁ ଏହାକୁ ପ୍ରସ୍ତୁତ କରନ୍ତୁ । ଯଦି କୌଣସି ବ୍ୟକ୍ତିର ଦାନ୍ତ ବହୁତ ଅଧିକ ହଳଦିଆ ଓ କଳା ପଡିଯାଇଥାଏ । ତେବେ ସପ୍ତାହକୁ 2 ଥର 2 ମିନିଟ ପର୍ଯ୍ୟନ୍ତ ଏହାକୁ ପ୍ରସ୍ତୁତ କରି ଦାନ୍ତକୁ ଘଷନ୍ତୁ ।

ଏହା ଦ୍ଵାରା ବ୍ୟକ୍ତିର ଦାନ୍ତ ଯେତେ ବି କଳା କି ହଳଦିଆ ପଡିଯାଇଥାଉ । କିଛି ସପ୍ତାହ ଏପରି ଭାବେ କରିବା ଦ୍ଵାରା ଦାନ୍ତର ସବୁ କଳା ଓ ହଳଦିଆ ଅଂଶ ଛାଡିଯାଇ ହୀରା ଭଳି ଚମକୁ ଥିବା ଧଳା ଓ ସୁନ୍ଦର ପାଇପାରିବେ ।

ଏହି ଉପାୟକୁ ପ୍ରସ୍ତୁତ କରି ସପ୍ତାହରେ 1 କିମ୍ବା 2 ଥର ଦାନ୍ତକୁ ଅତି କମରେ 2 ମିନିଟ ପର୍ଯ୍ୟନ୍ତ ଘଷନ୍ତୁ । ନିହାତି ବହୁତ ଭଲ ଚମକ ଦାନ୍ତରେ ଦେଖିବାକୁ ପାଇବେ । ଯାହା ଆପଣଙ୍କ ଦାନ୍ତକୁ ଧଳା ଓ ସୁନ୍ଦର କରିଦେବ ।

Related Articles

Leave a Reply

Your email address will not be published. Required fields are marked *

Back to top button