ରାଜ୍ୟ

ଲିଫ୍ଟି ମାଗି ହତ୍ୟା : ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ – Ibnodisha

[ad_1]

ପାରାଦୀପ : ୨୦୧୬ ଏକ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ । ଦୋଷୀ ସଚ୍ଚିକାନ୍ତ ଦଳାଇକୁ ଆଜୀବନ ଶୁଣାଇଲେ କୁଜଙ୍ଗ ଏଡିଜେ । କୁଜଙ୍ଗ ବାଲିଆ କେନାଲ ନିକଟରେ ଘଟିଥିଲା ହତ୍ୟାକାଣ୍ଡ । ଗାଡି ରାହାଜାନି ଉଦ୍ଦେଶ୍ୟରେ ଲିଫ୍ଟ ମାଗି ହତ୍ୟା କରିଥିଲା ସଚ୍ଚିକାନ୍ତ ।

ଦୁର୍ନୀତି କରି ନିଲମ୍ବିତ ହେଲେ ସାନନଈ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ

The post ଲିଫ୍ଟି ମାଗି ହତ୍ୟା : ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button