IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଓଡିଶାରେ କେତୋଟି ବ୍ଲକ ରହିଛି ? ଓଡିଶା ସମ୍ବଦ୍ଧିତ 15+ ଜ୍ଞାନପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର : General knowledge

ବନ୍ଧୁଗଣ ଆମ ରାଜ୍ୟର ନାମ ହେଉଛି ଓଡିଶା । ତେଣୁ ଆମ ଓଡିଶା ରାଜ୍ୟରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।

1- ଓଡିଶାର ମୁଖ୍ୟ ଭାଷା କଣ ଅଟେ ?

ଉତ୍ତର;- ଓଡିଶାର ମୁଖ୍ୟ ଭାଷା ଓଡିଆ ଅଟେ ।

2- ଓଡିଶାର ମୁଖ୍ୟ ଡାକଘର ସଂଖ୍ୟା କେତେ ?

ଉତ୍ତର;- ଓଡିଶାର ମୁଖ୍ୟ ଡାକଘର ସଂଖ୍ୟା ହେଉଛି 35 ।

3- ଓଡିଶାରେ ବର୍ତ୍ତମାନ କେତୋଟି ଗ୍ରାମ ରହିଛି ?

ଉତ୍ତର;- ଓଡିଶାରେ ବର୍ତ୍ତମାନ 53845 ଟି ଗ୍ରାମ ରହିଛି ।

4- ଓଡିଶାରେ ବର୍ତ୍ତମାନ କେତୋଟି ଗ୍ରାମପଂଚାୟତ ରହିଛି ?

ଉତ୍ତର;- ଓଡିଶାରେ ବର୍ତ୍ତମାନ 6794 ଟି ଗ୍ରାମ ରହିଛି ।

5- ଓଡିଶାରେ ବର୍ତ୍ତମାନ କେତୋଟି ତହସିଲ ରହିଛି ?

ଉତ୍ତର;- ଓଡିଶାରେ ବର୍ତ୍ତମାନ 317 ଟି ତହସିଲ ରହିଛି ।

6- ଓଡିଶାରେ ବର୍ତ୍ତମାନ କେତୋଟି ବ୍ଲକ ରହିଛି ?

ଉତ୍ତର;- ଓଡିଶାରେ ବର୍ତ୍ତମାନ 314 ଟି ବ୍ଲକ ରହିଛି ।

7- ଓଡିଶାରେ ବର୍ତ୍ତମାନ କେତୋଟି ପୋଲିସ ଥାନା ରହିଛି ?

ଉତ୍ତର;- ଓଡିଶାରେ ବର୍ତ୍ତମାନ 590 ଟି ପୋଲିସ ଥାନା ରହିଛି ।

8- ଓଡିଶାରେ ବର୍ତ୍ତମାନ କେତୋଟି ସ୍ମାର୍ଟ ସିଟି ରହିଛି ?

ଉତ୍ତର;- ଓଡିଶାରେ ବର୍ତ୍ତମାନ 5 ଟି ସ୍ମାର୍ଟ ସିଟି ରହିଛି ।

9- ଓଡିଶାରେ ବିଧାନସଭା ଆସନ ସଂଖ୍ୟା କେତେ ?

ଉତ୍ତର;- ଓଡିଶାରେ ବିଧାନସଭାରେ 147 ଟି ଆସନ ରହିଛି ।

10- ଓଡିଶାରେ ରାଜ୍ୟସଭା ଆସନ କେତୋଟି ରହିଛି ?

ଉତ୍ତର;- ଓଡିଶାରେ ରାଜ୍ୟସଭା ଆସନ 10 ଟି ରହିଛି ।

11- ଓଡିଶାରେ ଲୋକସଭା ଆସନ ସଂଖ୍ୟା କେତେ ?

ଉତ୍ତର;- ଓଡିଶାରେ ଲୋକସଭା ଆସନ ସଂଖ୍ୟା 21 ଟି ରହିଛି ।

12- ଓଡିଶାରେ କେତୋଟି ସବଡିଭିଜନ ରହିଛି ?

ଉତ୍ତର;- ଓଡିଶାରେ 58 ଟି ସବଡିଭିଜନ ରହିଛି ।

13- ଓଡିଶାରେ ବର୍ତ୍ତମାନ କେତୋଟି ଜିଲ୍ଲା ରହିଛି ?

ଉତ୍ତର;- ଓଡିଶାରେ ବର୍ତ୍ତମାନ 30 ଟି ଜିଲ୍ଲା ରହିଛି ।

14- ସ୍ଵତନ୍ତ୍ର ଓଡିଶା ପ୍ରଦେଶ କେବେ ଗଠିତ ହୋଇଥିଲା ?

ଉତ୍ତର;- ସ୍ଵତନ୍ତ୍ର ଓଡିଶା ପ୍ରଦେଶ 1936 ମସିହାରେ ଗଠିତ ହୋଇଥିଲା ।

15-ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉତ୍ତର;- ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button