IBN ଓଡ଼ିଶା ବ୍ୟୁରୋ

ହାତର ପାପୁଲିରେ ରହିଥିବା ଅର୍ଦ୍ଧ ଚନ୍ଦ୍ରମା ଆମକୁ କି ସଂକେତ ଦେଇଥାଏ ? ଆପଣଙ୍କ ହାତରେ ଅଛି କି

ବନ୍ଧୁଗଣ ବ୍ୟକ୍ତି ଜନ୍ମ ହେବା ସହିତ ନିଜ ହାତରେ ରେଖାକୁ ଲେଖିକି ଆଣିଥାଏ । ଯେଉଁ ରେଖା ଗୁଡିକ ବ୍ୟକ୍ତିକୁ ଅନେକ କିଛି କହିଥାଏ । ତେବେ ହାତର ପାପୁଲିରେ ଯେଉଁ ଅର୍ଦ୍ଧ ଚନ୍ଦ୍ର ବନିଥାଏ । ତାହାର ଅର୍ଥ କଣ ହୋଇଥାଏ ଚାଲନ୍ତୁ ଜାଣିବା । ତେବେ ବନ୍ଧୁଗଣ ଅନେକ ବ୍ୟକ୍ତିଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ବନିପାରିନଥାଏ । କାରଣ ଅନେକଙ୍କର 2 ପାପୁଲିର ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି କରୁଥିବା ରେଖା 2 ଟି ମିଶି ହିଁ ନଥାଏ । ଯାହା ଦ୍ଵାରା ପାପୁଲିରେ ଅର୍ଦ୍ଧଚନ୍ଦ୍ର ସୃଷ୍ଟି ହୋଇପାରିନଥାଏ ।

ଅନେକଙ୍କର ସେହି ରେଖା 2 ଟି ସିଧା ସିଧା ରହିଥାଏ । ତେବେ ଯେଉଁ ବ୍ୟକ୍ତିଙ୍କର 2 ପାପୁଲିକୁ ଯୋଡିଲା ପରେ ଅର୍ଦ୍ଧ ଚନ୍ଦ୍ର ବନିଥାଏ । ତେବେ ସେମାନଙ୍କ ବିଷୟରେ ଏଠାରେ କହିବ ପାଇଁ ଚାହୁଁଛୁ । ଏହି ବ୍ୟକ୍ତି ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷୀୟ ଦେଖାଯାଇଥାନ୍ତି । ଏହି ବ୍ୟକ୍ତିକୁ ନିଜ ଜୀବନରେ ନିହାତି ଭାବେ ସଫଳତା ମଧ୍ୟ ମିଳିଥାଏ ।

ଏହି ବ୍ୟକ୍ତି ମାନେ ଭଲ ପାଇବା ପାଇଁ ବହୁତ ଇଛା ରଖିଥାନ୍ତି । ହେଲେ କାହାକୁ ମଧ୍ୟ ନିଜ ମନର କଥା ଖୋଲି କହିବା ପାଇଁ ଚାହିଁନଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଧର୍ଯ୍ୟ ତଥା ସାହସୀ ହୋଇଥାନ୍ତି । ଯେଉଁ କାରଣରୁ ତାଙ୍କ ସାମ୍ନାକୁ ଆସୁଥିବା ପ୍ରତ୍ଯେକଟି ପରିସ୍ଥିତିକୁ ସେମାନେ ସାହସର ସହ ମୁକାବିଲା କରିବା ପାଇଁ ଚାହିଁଥାନ୍ତି ।

2- ଯେଉଁ ଲୋକ ମାନଙ୍କର 2 ପାପୁଲିର 2 ରେଖାକୁ ମିଶାଇବା ପରେ ଅର୍ଦ୍ଧଚନ୍ଦ୍ର ନହୋଇ ସିଧା ରହିଥାଏ । ସେମାନେ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି । ଏହି ଧରଣର ଲୋକ ସମାଜରେ ବହୁତ କମ ଦେଖିବାକୁ ମିଳିଥାନ୍ତି । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

3- ଯେଉଁ ଲୋକ ମାନଙ୍କର 2 ପାପୁଲିର 2 ଟି ରେଖା କାହା ସହ କେହି ମିଶି ହିଁ ନଥାନ୍ତି । ଏହି ଲୋକ ମାନେ ନିଜ ଠାରୁ ବଡ ଅର୍ଥାତ ନିଜ ବୟସ ଠାରୁ ଅଧିକ ବୟସର ଲୋକଙ୍କ ସହ ମିଳାମିଶା କରିବାକୁ ଖୁବ ଭଲ ପାଇଥାନ୍ତି । ଏମାନଙ୍କ ପାଇଁ ନିଜ ପରିବାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ଲୋକ ମାନେ ଅନ୍ୟର ଖରାପ କଥାକୁ ଖାତିର ନକରି ନିଜ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିଥାନ୍ତି ।

ଯାହାକି ସେମାନଙ୍କର ସବୁଠାରୁ ଭଲ ଗୁଣ ବୋଲି କହିପାରିବା । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ତେବେ ଆମ ସହ ଏହିଭଳି ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button