ରାଜନୀତି

ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଗୋଲକ – Ibnodisha

[ad_1]

ଭୁବନେଶ୍ୱର : ପାନୀୟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ପ୍ରେସ୍‌ମିଟ୍ । ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇଥିବାରେ ବିଫଳ ବିଜେଡି ସରକାର । ଜଣେ ୨୫ ବର୍ଷ ଧରି କ୍ଷମତାରେ, ୪୦% ପରିବାର ପାଖେ ପହଞ୍ôଚନି ପିଇବା ପାଣି । ଏହା ୧୦ ହଜାର ଦିନର ସରକାରଙ୍କ ବିଫଳତା । ୩୦ ସ୍କୁଲରେ ପିଇବା ପାଣି ନାହିଁ, ପାଣି ପାଇଁ ପିଲା ଯାଉଛନ୍ତି ୨ କିମି । ଜଳ ଜୀବନ ମିଶନରେ କେନ୍ଦ୍ର ଦେଇଛି ୧୦ ହଜାର କୋଟି, ଖର୍ଚ୍ଚ ୮୩୪ କୋଟି । ରାଜ୍ୟ ସରକାର ବ୍ଲାକ ଲିଷ୍ଟେଡ କଂପାନୀକୁ କାମ ଦେଇ ହଡପ କରୁଛି । ଓଡିଶାବାସୀଙ୍କୁ କାହିଁକି ପାଣି ଯୋଗାଇ ଦିଆଗଲାନି ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button