ରାଜ୍ୟ

ଉତ୍କଳ ଗୌରବ ଙ୍କୁ ଭାରତ ରତ୍ନ ସମ୍ମାନ ରେ ଭୂଷଣ କାରା ଯାଉ ଜିଲ୍ଲା ସ୍ତରୀୟ ଆଇନଜୀବୀ ଦିବସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ ସମାରୋହ ଓକିଲ ସଙ୍ଗପାକ୍ଷ ରୁ ଦାବି – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ତରଫରୁ ରାବି ବାର ହୋଟେଲ ଯଯାତି କେଶରୀରେ ୧୫ ତମ ଜିଲ୍ଲାସ୍ତରୀୟ ଆଇନଜୀବୀ ଦିବସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟଟି ସମାରୋହରେ ପାଳନ କରାଯାଇଛି l ଉତ୍କଳ ଗୌରବ ମଧୁସୁଦନ ଦାସ ନବ ଓଡିଶା ର ଜନକ ସ୍ଵତନ୍ତ୍ର ଓଡିଶା ଗଠନ ର ମୁଖ୍ୟ ନାୟକ l ସେ ଏକାଧାର ରେ ସେଷ୍ଟ ଓକିଲ ରାଜ ନେତା କବି ଲେଖକ ସଂସ୍କାରକ, ଓଡ଼ିଆ ଭାଷା କଳା ସଂସ୍କୃତି ର ପଥ ପଡର୍ଶକ ଜାତୀୟ ବାଦି ନେତା ପ୍ରଚଣ୍ଡ ଶକ୍ତି ର ଅଧିଲାରି ଥିଲେ l ପ୍ରଥମଓଡିଶା ର ଗ୍ରଜୁଏଟ ଓକିଲଓ ବିଧାୟକ ବିଚକ୍ଷଣ ବୁଦ୍ଧି ମତା ଥିଲେl ତାଙ୍କ ପରୀ ଯୋଗଜନ୍ମl। ଆଉ ଓଡିଶା ଜନ୍ମ ନେବ ବିରଳ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କୁ ଭାରତ ରତ୍ନ ସମ୍ମାନ ରେ ଭୂଷିତ କରିବା ପାଇଁ ଓକିଲ ସଙ୍ଗ ପକ୍ଷ ରୁ କେନ୍ଦ୍ର ସରକାରଙ୍କ ନିକରେ ଦାବି କାରା ଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ.. ଓଡିଶା ରାଜ୍ୟ ଆଇନ ଜିବି ପରିଷଦ ର ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି…… ଯୋଗଦେଇ ଉଦଘାଟନ କରଥିବାବେଳେ ଏଥିରେ ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ସମ୍ମାନିତ ଅର୍ଥିତି ଭାବ ରେ ମଜେର ଡ୍ ସେକେ ଆବୁ ତାହେ ର.ପ୍ରମୁଖ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କର୍ମ ଜୀବନ ଉପରେ ଆଲୋକ ପାତ କରି ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଟ୍ୟାକ୍ସବାର ଆସୋସିଏସନର ସଭାପତି ବିବେକାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି ଥିଲା ବେଳେ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ନାୟକ ଜୟନ୍ତି ସମ୍ପର୍କ ରେ ସୁଚନା ଦେଇ ଥିଲେ l ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ଯାଜପୁର ଜିଲ୍ଲା ର ଯାଜପୁର ଯାଜପୁର ରୋଡ ଚଣ୍ଡିଖୋଲ ଜିଲ୍ଳା ର ବିଭନ୍ନ ଓକିଲ ସମସ୍ତ ଆଇନଜୀବୀ ଓ ଯାଜପୁର ଜିଲ୍ଲା ଟ୍ୟାକ୍ସବାର ଆସୋସିଏସନର ସମସ୍ତ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button