IBN ଓଡ଼ିଶା ବ୍ୟୁରୋ

ନିଜ ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ଏହାକୁ କରି ଦେଖନ୍ତୁ, ମାତ୍ର କିଛି ଦିନରେ ଆପଣଙ୍କ ସାମ୍ନାରେ

ନମସ୍କାର ବନ୍ଧୁଗଣ  ,  ସନ୍ତାନର ସଫତଳତା ପଛରେ ମା ‘ ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ସମାଜରେ ପୁଅ ହେଉ ବା ଝିଅ ଉନ୍ନତ ସ୍ଥାନରେ ରୁହନ୍ତି ତେବେ ଏହା ପଛରେ ମା ‘ ଙ୍କ ସହକାର ରହିଥାଏ । ମା ‘ ହିଁ ତାଙ୍କୁ ଉତ୍ତମ ମାର୍ଗ ଦର୍ଶନ କରିଥାଏ ଏବଂ ଦୁଃଖ , ନିରାଶ ଥିବା ସମୟରେ ସନ୍ତାନ କୁ ସାହସ ଦେଇ ଉନ୍ନତ ସ୍ଥାନ କୁ ଆଣିଥାଏ ।

ତେଣୁ କୁହାଯାଇଏ ମା ‘ ର ସ୍ବେହ କୁ କେହି ବାଣ୍ଟି ପାରେ ନାହିଁ ଏବଂ ମା ‘ ର ଆର୍ଶୀବାଦ କୁ ସ୍ଵୟଂ ଭଗବାନ ବି କାଟି ପାରନ୍ତି ନାହିଁ ଏତେ ଶକ୍ତିଯୁକ୍ତ ହୋଇଥାଏ ମା ‘ ଙ୍କ ପାଟିର ବାକ୍ୟ । ମାଆ ହେଉଛି ଦୁଇଟି  ଅକ୍ଷର  ବହୁତ ଶକ୍ତି ରହିଥାଏ , ମାଆ ମାଟି ଏବଂ ଆକାଶ ନେଇ ହୋଇଥାଏ । ମାଟି ଆମକୁ ଧରିଥାଏ ଓ ଆକାଶ ଆମ କୁ ସବୁ ବେଳେ ସୁରକ୍ଷା ହେଇଥାଏ । ମାଟି ଏବଂ ଆକାଶ ଦୁଇହି କୁ ନେଇ ଗଠିତ ମାଆ  ।

ମାଆ ତାର  ସନ୍ତାନର ସଫଳତା ମଙ୍ଗଳ ପାଇଁ ସବୁ କିଛି କରିପାରେ ଏବଂ କରିଥାଏ । ସବୁ ପିଲାମାନଙ୍କ ଜୀବନରେ ମା ‘ ର  ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଓଡିଆରେ କୁହ ଯାଏ ଯେ  ମାଆ ନାହିଁ ଯାହାର ସାହା ନାହିଁ ତାହାର ଯେଉଁମାନଙ୍କର ମା ‘ ନାହିଁ ତେବେ ସେହି ସନ୍ତାନର କୋଣସି ସାହାରା ନଥାଏ । ତେଣୁ ମା ‘ ସନ୍ତାନର ମଙ୍ଗଳ ପାଇଁ ଅନେକ ପୂଜା , ଜପ , ଉପବାସ କରନ୍ତି ।

ସେହି ମାଆ ମାନଙ୍କ ପାଇଁ ଶାସ୍ତ୍ର ଅନୁଯାୟୀ ଏମିତି ଏକ ଉପାୟ କହିବି ଯାହାକୁ କରିବା ଦ୍ଵାରା ଆପଣଙ୍କ ସନ୍ତାନର ଜୀବନରେ ଉନ୍ନତି ହୋଇଥାଏ । ସନ୍ତାନ ଯାହା ହେବାକୁ ଲକ୍ଷ୍ୟ ରଖିଥାଏ ତାହା ସଫଳ ହୋଇଥାଏ । ଏହି ଉପାୟ ଲଗାତାର ସାତ  ଦିନ କରିବେ ଏହାକୁ କରିବାର କୋଣସି ବିଶେଷ ଦିନ ବାର ନ ଥାଏ  ।

ସନ୍ତାନ ପାଇଁ ଆପଣ ଯେଉଁ ଇଛା ରଖିଥାନ୍ତି ଯଥା ପାଠ ପଢା , ଚାକିରୀ , ଭବିଷ୍ୟତ , ବିବାହ ଯେକୋଣସି ବିଷୟ ହେଉ ନା କି ପ୍ରଥମେ ପିଲା ପାଇଁ ଆପଣ ସକଳ୍ପ କରି ନିଅନ୍ତୁ । ସଂକଲ୍ପ କରିବା ପାଇଁ ବାମ ହାତରେ ଗଙ୍ଗା ଜଳ ନେବେ ଅରୁଆ ଚାଉଳ , ଲାଲି ଫୁଲ ନେଇ ଡାହାଣ ହାତ କୁ ବନ ହାତ ଉପରେ ଗୋଡାନ୍ତୁ ଏବଂ ମନରେ ଇଶ୍ଵରଙ୍କୁ ସ୍ମରଣ କରି ସନ୍ତାନର କେଉଥି ପାଇଁ କରୁଛନ୍ତି ତାହାକୁ ସ୍ମରଣ କରନ୍ତୁ ।

ଏହା ପରେ ଶୁଦ୍ଧ ହୋଇ ଠାକୁରଙ୍କ ଘରେ ଆସନ ପକେଇ ବସି ଘିଅ ଦୀପକୁ ଜଳି ତମ୍ବା ପାତ୍ରରେ ଜଳ କୁ ରଖି ଗଣେଶଙ୍କ ବିଗ୍ନ ବିନାଶକ ମନ୍ତ୍ର କୁ ଜପ କରନ୍ତୁ । ପୂଜା ସାରିବା ପାରେ ଭଗବାନ କୁ ପ୍ରସାଦ ଛଡେଇ ଆପଣଙ୍କ ସାମନାରେ ଥିବା ତମ୍ବା ପାତ୍ରର ଜଳ କୁ ସନ୍ତାନ କୁ ପିଇବାକୁ ଦିଅନ୍ତୁ । ଏହାକୁ ସାତ ଦିନ କରିବା ଦ୍ଵାରା ଆପଣଙ୍କ ପିଲା ସର୍ବ ପ୍ରକାରର ଉନ୍ନତି ପ୍ରାପ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button