IBN ଓଡ଼ିଶା ବ୍ୟୁରୋ

ଯାହାଙ୍କ ଗାଲରେ ରହିଥାଏ Dimple! ସେହି ବ୍ୟକ୍ତିର ଚରିତ୍ର, ସ୍ଵଭାବ କିଭଳି ରହିଥାଏ ? Dimple ହିଁ କହିଥାଏ ଆପଣଙ୍କର ବ୍ୟକ୍ତିତ୍ବ

ନମସ୍କାର ବନ୍ଧୁଗଣ , ଗାଲଉପରେ  ” Dimple ”  ଥିବା ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି । କଳା ହେଉନ ବା ଧଳା  ” Dimple ” ଯଦି ଗାଲ ରେ ରହିଥାଏ । ତେବେ ସେ ଝିଅ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଆମେ ଆମ ଆଖ ପାଖରେ ଏମିତି କିଛି ଝିଅମାନଙ୍କୁ ଦେଖିଥାଉ ସେମାନେ  ହସିଲେ ଭଲ ଲାଗିଥାଏ । ପୁଅ ମାନେ ଅଧିକାଂଶ ଏହାକୁ ଦେଖି ନିଜର ମନ ଦେଇ ବସନ୍ତି ।

କେବଳ ଝିଅ ନୁହେଁ ଯଦି ପୁଅମାନଙ୍କ ଗାଲରେ   ” Dimple ” ପଡିଥାଏ ତେବେ ସେମାନେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି । ଏହି  ” Dimple ”  ସମସ୍ତ କୁ ,ମନକୁ ଆପଣଙ୍କ ପ୍ରତି ଆକର୍ଷିତ କରିଥାଏ । ଯଦି ଏହା ଝିଅ ପିଲାମାନଙ୍କ ଗାଲରେ ରହିଥାଏ । ତାହା ସହଜରେ ସମସ୍ତଙ୍କ ମନକୁ ଚୁରେଇ ନେଇଥାଏ । କୁହାଯାଏ କି ଏହା ଭଗବାନଙ୍କ ଦାନ ଅଟେ , ଜନ୍ମ ରୁ  ହିଁ ଏହା ମିଳିଥାଏ ଏବଂ ଏହା ବହୁତ କମ୍ ଲୋକଙ୍କୁ ମିଳିଥାଏ ।

ଆଜି ଆମେ ଜାଣିବା ଗାଲ ଉପରେ  ” Dimple ”  ପଡିବା କଥା । ଯେଉଁମାନଙ୍କ ଗାଲରେ  ” Dimple ”  ପଡିଥାଏ ସେମାନେ ଅଧିକ ଭାଗ୍ୟଶାଳି ହୋଇଥାନ୍ତି । ଚେହରାର ରଙ୍ଗ କଳା ହେଉ ବା ଧଳା ଯଦି ସୁନ୍ଦର ହସ ସହିତ ଗାଲରେ  ” Dimple ”  ରହିଥାଏ ତେବେ ସେମାନଙ୍କ ସବୁ କମି ଲୁଚିଯାଇଥାଏ । ଯଦି  ” Dimple ”  ଦୁଇଟି ଗାଲ ଉପରେ ରହିଥାଏ ତେବେ ସେ ବ୍ୟକ୍ତି ଆହୁରି ଆକର୍ଷିତ ଲାଗିଥାଏ ।

” Dimple ”  ରହିଲେ ସୁନ୍ଦର ଦେଖାଯାନ୍ତି ଏହା ସମସ୍ତେ ଜାଣିଥାନ୍ତି , କିନ୍ତୁ ଏହା ଆମ ଭବିଷ୍ୟତ ଉପରେ କି ପ୍ରଭାବ ପକେଇଥାଏ ତାହା କିଏ ବି ଜାଣି ନ  ଥାନ୍ତି ।   କିନ୍ତୁ ମୁଁ ଆଜି ଆପଣଙ୍କୁ ଏହାର ପ୍ରଭାବ ବିଷୟରେ କହିବି । ଶାସ୍ତ୍ର ଅନୁସାରେ ହସିବା ସମୟରେ ଯେଉଁ ଝିଅଙ୍କ ଗାଲରେ  ” Dimple ”  ପଡିଥାଏ , ତାହାର ବୈବାହିକ ଜୀବନ ଭଲରେ କଟିଥାଏ ଏବଂ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ଭଲ ରହିଥାଏ ।

କିନ୍ତୁ ଶାଶୁ  ଘର ଯୋଡିତ କିଛି ବିଷୟରେ  ” Dimple ”  ଭଲ ମାନା ଯାଏ ନାହିଁ । ବିଷ୍ଣୁ ପୁରାଣ ଅନୁସାରେ ଯେଉଁ ଝିଅଏ ଗାଲରେ  ” Dimple ”  ପଡିଥାଏ , ତାଙ୍କୁ ଶାଶୁଶଶୂର ଙ୍କ ସୁଖ ମିଳିପାରେ ନାହିଁ । ଶୁକ୍ରଗ୍ରହ କୁ ସ୍ତ୍ରୀ ବିବାହ , କାମ ସୁଖ ,ଆଭୂଷଣ  , ଭୌତିକ ସୁଖ ର କାରକ ଗ୍ରହ ମାନା ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଝିଅମାନେ ବହୁତ କାମକୁହ ହୋଇଥାନ୍ତି ଏବଂ ପ୍ରେମ ସମ୍ବନ୍ଧରେ ଏମାନଙ୍କର ଅନେକଙ୍କ ସହିତ ସମ୍ପର୍କ ରହିଥାଏ ।  ” Dimple ” ର ପ୍ରଭାବ ବ୍ୟକ୍ତି କୁ ରୋମାଣ୍ଟିକ ବନେଇଥାଏ । ଶୁକ୍ର ର କୁପ୍ରଭାବ ବ୍ୟକ୍ତି  କୁ ଦୁରାଚାରୀ ବନେଇ ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button