IBN ଓଡ଼ିଶା ବ୍ୟୁରୋ

ହଳଦୀ ଡବାରେ ଲୁଚେଇକି ଆଜି ହିଁ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ,ମାତା ଲକ୍ଷ୍ମୀ ଦୁଇ ହାତରେ ବର୍ଷେଇବେ ଧନ ସମ୍ପତ୍ତି..

ଗୁରୁବାର ଦେବଗୁରୁଙ୍କ ଦିନ ହୋଇଥାଏ ଏବଂ ଏହି ଦିନ ଦେବଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରୟାସ କରା ଯାଇଥାଏ । ଆଜି ଆମେ ଆପଣଙ୍କୁ ହଳଦୀର ପ୍ରୟୋଗ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ପ୍ରତ୍ୟେକ ଅସୁବିଧାରୁ ବାହାରକୁ ବାହାର କରିଦେବ । ତେବେ ହଳଦୀର ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କ ସହ ହୋଇଥାଏ

ଏମିତିରେ ହଳଦୀର ପ୍ରୟୋଗ ଅନେକ ହୋଇଥାଏ କିନ୍ତୁ କିଛି ପ୍ରୟୋଗ ଏମିତି ହୋଇଥାଏ ଯାହାକୁ ଆପଣ ଗୁରୁବାର ଦିନ କଲେ ଆପଣଙ୍କ ଦିନ ଉତ୍ତମ ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଧନ ସମ୍ମାନ ଏବଂ ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ହଳଦୀ ବିଶେଷ ପ୍ରକାରର ଦ୍ରବ୍ୟ ଅଟେ ଏଥିରେ ଦୈବିକ ଗୁଣ ରହିଥାଏ ଏବଂ ଏଥିରେ ଔଷଧୀୟ ଗୁଣ ରହିଥାଏ ।

ତେବେ ବିବାହରେ ହଳଦୀ ଲଗେଇବାର ହିଁ ଏହି ପ୍ରୟୋଗ ହୋଇଥାଏ ଏଥିଦ୍ୱାରା ବର ବଧୂଙ୍କ ଜୀବନରେ ସୁଖ ସମୃଦ୍ଧି ବଢିବା ସହ ସୁନ୍ଦରତା ମଧ୍ୟ ବଢ଼ିଥାଏ । ପୂଜା ସମୟ ରେ ବେକରେ ହଳଦୀ ଲଗେଇବା ଦ୍ୱାରା ବୃହସ୍ପତି ମଜବୁତ ହୋଇଥାନ୍ତି ଏବଂ ବାଣୀ ରେ ମଜବୁତି ଆସିଥାଏ । ହଳଦୀ ର ଦାନ କରିବା ବି ଶୁଭ ବୋଲି କୁହାଯାଏ ଏଥିରେ ସ୍ବାସ୍ତ୍ୟ ଭଲ ରହିଥାଏ ଏବଂ ଗୁରୁ ପ୍ରସନ୍ନ ହୋଇଥାନ୍ତି ।

ଘରର ଦୁଆର ମୁହଁ ରେ ହଳଦୀ ଲଗେଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିଥାଏ ଏବଂ ପାଣି ରେ ହଳଦୀ ଭିଜେଇକି ସ୍ନାନ କରିବା ଦ୍ୱାରା ମଣିଷର ମାନସିକ ଏବଂ ଶାରୀରିକ ସ୍ତରରେ ଉନ୍ନତି ହୋଇଥାଏ ।ହଲଦୀକୁ ଚାକିରୀ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଏ । ହଳଦୀ ପ୍ରୟୋଗ ରେ ନକାରାତ୍ମକତା ଦୁର ହୋଇଥାଏ ସେଥିପାଇଁ ଏହାକୁ ଯଜ୍ଞ ରେ ମଧ୍ୟ ବ୍ୟବହାର କରାଯାଏ ।

ହଳଦୀକୁ ସୂର୍ଯ୍ୟ ଦେବଙ୍କୁ ଅଘ୍ୟ ଦେବା ଦ୍ୱାରା ବୃହସ୍ପତି ଦେବ ଖୁସି ହୋଇଥାନ୍ତି । ତେବେ ବୃହସ୍ପତି ଦେବଙ୍କୁ ଖୁସିର କାରକ ବୋଲି କୁହାଯାଏ ଯେମିତି ବୈବାହିକ ସୁଖ ,ସନ୍ତାନର ସୁଖ ଅବା ସନ୍ତାନ ଠାରୁ ସୁଖ ଏହି ସବୁ ବୃହସ୍ପତି ଦେବ ହିଁ ଦେଇଥାନ୍ତି । କ୍ୟାରିଅର,ବ୍ୟବସାୟ ରେ ଲାଭ, ଧନ ସମ୍ପତ୍ତି ଏବଂ ଧନ ସଞ୍ଚୟ କରିବା ବି ବୃହସ୍ପତି ଦେବଙ୍କ କୃପାରୁ ହିଁ ମିଲିଥାଏ । ଯଦି ଆପଣଙ୍କୁ ଉଚ୍ଚ ଶିକ୍ଷା ରେ ବାଧା ଆସୁଛି ,ପରିବାର ଅଶାନ୍ତି ହେଉଛି କିମ୍ବା ଜିବନ ରେ ଅଶାନ୍ତି ଘେରି ରହିଛନ୍ତି ତେବେ ଏହା ମଧ୍ୟ ବୃହସ୍ପତିଙ୍କ କୃପାରୁ ଭଲ ହେଇପାରେ । ଏବଂ ହଳଦୀର ପ୍ରୟୋଗ କରିବା ଦ୍ୱାରା ବୃହସ୍ପତି ଦେବ ଖୁସି ହୋଇଥାନ୍ତି ଏବଂ ଏହାଦ୍ୱାରା ଜୀବନରେ ମଧ୍ୟ ସୁଖ ସମୃଦ୍ଧି ର ବୃଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ କେହି ତନ୍ତ୍ର ମନ୍ତ୍ର କରିଦେଇଛି କିମ୍ବା ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବୃଦ୍ଧି ଘଟିଛି ତେବେ ମଧ୍ୟ ହଳଦୀର ଏହି ଛୋଟ ପ୍ରୟୋଗ ଦ୍ୱାରା ଆପଣ ଏହାକୁ ଠିକ କରିପାରିବେ । ତେବେ ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ କହିବୁ କେମିତି ଆପଣ ହଳଦୀର ଏହି ଛୋଟ ପ୍ରୟୋଗ ରେ କେମିତି ଆପଣଙ୍କ ଜୀବନର ସବୁ ବାଧା ଛାଡ଼ି ଚାଲିଯିବ । କ୍ୟାରିଅର ରେ ବୃଦ୍ଧି ନହେବା,ପାରିବାରିକ କଳହ ହେବା, ବୈବାହିକ ଜିବନ ଖରାପ ହେବା,କିମ୍ବା ବିବାହ ନହେଇପାରିବା ,ସନ୍ତାନ ପ୍ରାପ୍ତି ,ଧନ ନମିଳିବା ସବୁର ସମାଧାନ ଏହି ହଳଦୀ ପ୍ରୟୋଗ ଶୁଭ ହୋଇପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button